Jump to content

ଗୁରୁକୁଳ

ଉଇକିଅଭିଧାନ‌ରୁ

ଗୁରୁକୁଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+କୁଳ)

[ସମ୍ପାଦନା]
୧. ଗୁରୁଙ୍କ ଗୃହ ବା ପରିବାର — ୧. The house or family of one's preceptor or spiritual guide.
୨. ବ୍ରହ୍ମଚର୍ଯ୍ୟାଶ୍ରମରେ ଦ୍ୱଜାତି ଛାତ୍ରମାନଙ୍କ ଶିକ୍ଷାସ୍ଥାନ ଓ ବାସସ୍ଥାନରୂପେ ବ୍ୟବହୃତ ଗୁରୁଙ୍କ ଗୃହ ବା ଆଶ୍ରମ — ୨. The hermitage or residence of the preceptor in which pupils used to board & lodge during their studentship.

ଗୁରୁକୁଳରେ ବାସ କଲେ, ଲୋକରେ ଧର୍ମ ଦେଖାଇଲେ ଜଗନ୍ନାଥ, ଭାଗବତ

[ ଦ୍ର—ପୂର୍ବେ ଭାରତୀୟ ହିନ୍ଦୁଛାତ୍ରମାନେ ଗୁରୁଗୃହରେ ବାସ କରି ବ୍ରହ୍ମଚର୍ଯ୍ୟ ଅବଲମ୍ୱନପୂର୍ବକ ଗୁରୁଙ୍କ ସେବା ଓ ବିଦ୍ୟାଶିକ୍ଷା କରୁଥିଲେ ଗୁରୁକୁଳ ଜନବସତିର ଦୂରରେ ଅବସ୍ଥିତ ହେଉଥିଲା ]