ଗୁରୁଗଉରବ
ଦେଖଣା
ଗୁରୁଗଉରବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ପଦ୍ୟ ବି—(ସଂସ୍କୃତ - ଗୁରୁ+ଗୌରବ)
[ସମ୍ପାଦନା]- ୧. ମାନମର୍ଯ୍ୟାଦା —୧. Honour or dignity.
ଗଲା ଜାତିମାନ ଗୁରୁ ଗଉରବ ପ୍ରୀତି କଲା ଏତେ ସରି—ନନ୍ଦକିଶୋର. ଶମିଷ୍ଠା
- ୨. ଆପଣାର ମାନ୍ୟଗଣ୍ୟ ବ୍ୟକ୍ତି — ୨. One's superiors or elders.
ଲାଜ ବେଭାର ବଡ଼ପଣ, ଯେ ଗୁରୁ ଗଉରବ ଗଣ—ଭୂପତି ପ୍ରେମପଞ୍ଚାମୃତ
- ୩. ଆପଣାର ମାନ୍ୟ ବ୍ୟକ୍ତି ବା ଗୁରୁଜନଙ୍କ ପ୍ରତି ପ୍ରଦର୍ଶନୀୟ ସମ୍ମାନ —୩. Respect due to one's superiors or elders.