ଗୁରୁଚାଣ୍ଡାଳୀ ଦୋଷ
ରଚନାର ଦୋଷବିଶେଷ — A defect in composition.
[ ଦ୍ର୍—ଶୁଦ୍ଧ ସଂସ୍କୃତ ଶଦ୍ଦ ବା ସାଧୁ ଶବ୍ଦ ସଙ୍ଗେ ସଙ୍ଗେ ଗ୍ରାମ୍ୟ ଶବ୍ଦର ଏକତ୍ର ସମାବେଶର ଏହି ଦୋଷ ଘଟେ ଯଥା—ରାଧନାଥଙ୍କ ଶାଣିତ ପାଣିତ ଅସି; ମେରୁ ନଭେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା— ମହାଯାତ୍ରା ]