ଗୁରୁଚାନ୍ଦ୍ରୀ ଯୋଗ
ଦେଖଣା
ଗୁରୁଚାନ୍ଦ୍ରୀ ଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁରୁ+ଚନ୍ଦ୍ର+ଈ)
[ସମ୍ପାଦନା]ଫଳିତ ଜୋତିଷୋକ୍ତ ଶୁଭ ଯୋଗବିଶେଷ —Name of an auspicious astrological conjunction.
[ ଦ୍ର—ବୃହସ୍ପତି ଓ ଚନ୍ଦ୍ରମା କର୍କଟ ରାଶିରେ ଥିଲେ ଏହାକୁ ଗୁରୁଚାନ୍ଦ୍ରୀଯୋଗ ବୋଲାଯାଏ ଯାହାର ଜନ୍ମକୁଣ୍ଡଳୀରେ ଏହି ଯୋଗ ଲଗ୍ନ ବା ଦଶମ ସ୍ଥାନରେ ଥାଏ ସେ ଦୀର୍ଘଜୀବୀ ହୁଏ ହିନ୍ଦୀ - ଶବ୍ଦସାଗର ]