ଗୁରୁଜ
ଦେଖଣା
ଗୁରୁଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁରୁଜ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କବାଟ ବନ୍ଦ କରିବା ପାଇଁ ଦୁଆରବନ୍ଧର ଏରୁଣ୍ଡିରେ ଯେଉଁ ବନ୍ତ୍ର ଦ୍ୱିଗୁଣିତ ଲୌହଖଣ୍ଡ ଯୁକ୍ତଥାଏ — ୧. The hasp to fasten the chain of a docr while locking it up.
- ୨. (ଫରାସୀ - ଗୁର୍ଜ) ଶସ୍ତ୍ରବିଶେଷ; ଗଦା; ସୋଠା — ୨. A kind of weapon; mace.
- ୩. (ଆରବୀ - ବୁରଜ୍; ବହୁବଚନରେ ବୁରୁଜ୍; ଫ ବୁର୍ଜ) ନଈବଢିରେ ସ୍ରୋତର ତୋଡ଼ ସମ୍ଭାଳିବା ପାଇଁ ନଈବନ୍ଧର ଯେଉଁ ଅଂଶ ନଦୀ ଭିତରକୁ ଅର୍ଦ୍ଧ ବୃତ୍ତାକାର ହୋଇ ଇଟା ବା ପଥର ଗାନ୍ଥିନୀରେ ଗାଢ ହୋଇ ଥାଏ; ବୁରୁଜ —୩. Cenvex revetment in the wall of an embankment of a river which bears the brunt of the water current striking the embankment during flood.
- ୪. ଦୁର୍ଗର ପାର୍ଶରେ ଅର୍ଦ୍ଧଚନ୍ଦ୍ରାକୃତି କାନ୍ଥଦ୍ୱାରା ବେଷ୍ଟିତ ଅଂଶ, ଯେଉଁଠାରେ ସୈନ୍ୟମାନେ ଲୁଚି ରହି ଆକ୍ରମଣକାରୀ ଶତ୍ରୁ ପ୍ରତି ଗୋଳା ଆଦି ଚଳାଇ ପାରନ୍ତି — ୪. A semicircular recess in the wall of a fort from which soldiers direct their missiles to the enemy bastion.