Jump to content

ଗୁରୁଜନ

ଉଇକିଅଭିଧାନ‌ରୁ

ଗୁରୁଜନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]

ପିତା ମାତା, ଶାଶୁ, ଶଶୁର, ବଡଭାଇ, ଭଉଜ ଆଦି ଗୁରୁସ୍ଥାନୀୟ ମାନ୍ୟ ବ୍ୟକ୍ତି —One's elders whom one should treat as his superiors; one's superiors.