Jump to content

ଗୁରୁଣ୍ଡିବା

ଉଇକିଅଭିଧାନ‌ରୁ

ଗୁରୁଣ୍ଡିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ହାତ ଓ ଆଣ୍ଠୁରେ ଭରାଦେଇ ଚାଲିବା — To creep on fours; to crawl;

କେ ଗୋପୀ ଭଦୂଖଳେ ଟାଣି ଗୁରୁଣ୍ଡ଼େ ବଜାଇ କିଙ୍କଣୀ—ଜଗନ୍ନାଥ, ଭାଗବତ