Jump to content

ଗୁରୁତଳ୍ପ

ଉଇକିଅଭିଧାନ‌ରୁ

ଗୁରୁତଳ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+ତଳ୍ପ)

[ସମ୍ପାଦନା]

ଗୁରୁଙ୍କ ଶଯ୍ୟା — ୧. The bed of one's preceptor.

୨. ଗୁରୁଙ୍କର ସ୍ତ୍ରୀ — ୨. The wife of one's preceptor.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ବିମାତୃଗାମୀ — One who revishes or cohabits with his step-mother.