ଗୁରୁତଳ୍ପଗ
ଦେଖଣା
ଗୁରୁତଳ୍ପଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୁରୁ+ତଳ୍ପ+ଗମ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]- ୧. ବିମାତୃ ଗାମୀ — ୧. One who cohabits with his stepmother.
- ୨. ଯେ ଗୁରୁପତ୍ନୀଙ୍କୁ ରମଣ କରେ — ୨. One who revishes or violates the wife of his spiritual preceptor.
[ ଦ୍ର—ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ମହାପାପ ଚନ୍ଦ୍ର ଗୁରୁପତ୍ନୀ ଗରଣ କରି ରୋଗଗ୍ରସ୍ତ ହୋଇଅଛନ୍ତି; ଏ ମହାପାପର ପ୍ରାୟଶ୍ଚି ତ୍ତାର୍ଥ ପାପୀ ଗୋଟୀଏ ଉତ୍ତପ୍ତ ଲୌହର ସ୍ତ୍ରୀମୂର୍ତ୍ତିକୁ ଅଲିଙ୍ଗନ କରି ମରିବାପାଇଁ ସ୍କୃତିରେ ବିଧାନ ଅଛି]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୁରୁପତ୍ନୀହରଣ ଦୋଷ — Offence caused by ravishing the wife of one's pereceptor.
ହରିଲେ ଗଉରବୀ ମାଈଁ ଗୁରୁ ତଳ୍ପଗ ହେଲା କାହିଁ—ପ୍ରାଚୀ. ପୂର୍ଣ୍ଣତମତନ୍ଦ୍ରୋଦୟ