ଗୁରୁଦଶା
ଦେଖଣା
ଗୁରୁଦଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଗୁରୁ=ଦେବଗୁରୁ+ଦଶା)
[ସମ୍ପାଦନା]- ୧. ପିତୃ ବା ମାତୃ ବିୟୋଗଜନିତ ଦୂରବସ୍ଥା — ୧. Condition due to the death of one's parent.
- ୨. ମହାଦଶା —୨. A great or serious condition.
- ୩. (ଫଳିତ ଜ୍ୟୋତିଷ) ଜ୍ୟୋତିଷ ଗଣନାନୁସାରେ ମନୂଷ୍ୟ ଜୀବନର ଯେଉଁ ସମୟରେ ବୃହସ୍ପତି ଗ୍ରହଙ୍କର ପ୍ରଭାବ ମନୂଷ୍ୟ ଉପରେ ପଡେ —୩. (astrology) The period of a person's life when the planet Jupitor presides over the destiny of a person.