ଗୁରୁଦ୍ୱାରା
ଦେଖଣା
ଗୁରୁଦ୍ୱାରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁରୁଦ୍ୱାରା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁରୁ+ଦ୍ୱାରା)
[ସମ୍ପାଦନା]- ୧. ଗୁରୁଙ୍କ ବାସସ୍ଥାନ — ୧. The residence of one's preceptor.
- ୨. ଶିଖମାନଙ୍କ ଧର୍ମାଚାର୍ଯ୍ୟଙ୍କ ଆଶ୍ରମ —୨. The hermitage of the spiritual preceptors.
- ୩. ଶିଖମାନଙ୍କର ଗ୍ରନ୍ଥ ସାହେବ ଯେଉଁ ମନ୍ଦିରରେ ପୂଜା ପାଉଥାଆନ୍ତି —୩. A temple where the sacred book of the Ṡikhas is deposited or worshipped.