Jump to content

ଗୁରୁନିନ୍ଦା

ଉଇକିଅଭିଧାନ‌ରୁ

ଗୁରୁନିନ୍ଦା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+ନିନ୍ଦା)

[ସମ୍ପାଦନା]

ଗୁରୁଙ୍କର ନିନ୍ଦା — Speaking evil of one's preceptor.

[ ଦ୍ର—ହିନ୍ଦୁଧର୍ମଶାସ୍ତ୍ର ଅନୁସାରେ ଗୁରୁନିନ୍ଦା ମହାପାପ; ଯେ ନିଜ ଗୁରୁଙ୍କର ନିନ୍ଦା କରେ ସେ ମହାପାପୀ ଓ ଯେ ଅନ୍ୟ ମୁଖରୁ ନିଜର ଗୁରୁଙ୍କ ନିନ୍ଦା ଶୁଣି ସେ ସ୍ଥାନ ତ୍ୟାଗ ନ କରେ ବା ତାହା ବନ୍ଦ ବ କରାଏ ସେ ମଧ୍ୟ ପାପଭାଗୀ ହୁଏ ]