ଗୁରୁପୁଷ୍ୟାଯୋଗ
ଦେଖଣା
ଗୁରୁପୁଷ୍ୟାଯୋଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ ଓ ୬ଷ୍ଠୀ ତତ୍; ଗୁରୁ+ପୁଷ୍ୟା+ ଯୋଗ)
[ସମ୍ପାଦନା](ହିନ୍ଦୁଜ୍ୟୋତିଷ) ଗୁରୁବାରଦିନ ପୁଷ୍ୟାନକ୍ଷତ୍ର ପଡ଼ିବା ଶୁଭଯୋଗ —(Hindu astrology) A Thursday on which the ୮th lunar mansion fall
ବିଶିଷ୍ଟ ବିଶିଷ୍ଟ ଗୁରୁପୁଷ୍ୟାଯୋଗେ ଅଭିଷେକ ହେବ ଭାଷିତ ଭଞ. ବୈଦେହୀଶବିଳାସ
[ ଦ୍ର—ଏ ଯୋଗରେ ଅଭିଷେକାଦି ଶୁଭକାର୍ଯ୍ୟମାନ ଅନୁଷ୍ଠିତ ହୁଏ]