ଗୁରୁବାର ଉଜୁଆଁ
ଦେଖଣା
ଗୁରୁବାର ଉଜୁଆଁ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମାର୍ଗଶିର ମାସର ପ୍ରତି ଗୁରୁବାର ଦିନ ଲକ୍ଷ୍ମୀପୂଜା କରି ଶେଷ ଗୁରୁବାରରେ ବିଶେଷ ଅନୁଷ୍ଠାନାଦି ସହିତ ବ୍ରତ ଉଦ୍ୟାପନ କରିବା — The condluding ceremony and worship done on the last thursday of the month of Mārgaṡira in connection with the worship of Goddess Lakshmī