ଗୁରୁଭାର
ଦେଖଣା
ଗୁରୁଭାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ଗୁରୁ+ଭାଇ)
[ସମ୍ପାଦନା]- ୧. ବେଶୀ ବୋଝ — ୧. A heavy weight, a great load.
- ୨. ବିଶେଷ ଦାୟିତ୍ୱ —୨. A great responsibility.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ବିଶେଷ ଭାରୀ — ୧. Very heavy.
- ୨. ବିଶେଷ ଦାୟିତ୍ୱପୂର୍ଣ୍ଣ — ୨. Having a heavy responsibility.