Jump to content

ଗୁରୁମୁଖୀ

ଉଇକିଅଭିଧାନ‌ରୁ

ଗୁରୁମୁଖୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶିଖ ଜାତିର ବ୍ୟବହୃତ ବର୍ଣ୍ଣମାଳା — The alphabet of the Sikhas.

[ଦ୍ରଷ୍ଟବ୍ୟ —ଏହା ଶିଖ ଗୁରୁ ନାନାକଙ୍କ ପ୍ରବର୍ତ୍ତିତ ଲିପି ଶିଖ ଧର୍ମ ଗ୍ରନ୍ଥମାନ ଏହି ଲିପିରେ ଲିଖିତ ସାଧାରଣ ଲେଖାଲେଖିରେ ଶିଖମାନେ ପଞ୍ଜାବୀ (ଦେବନାଗର) ଓ ଉର୍ଦ୍ଦୁଲିପି ବ୍ୟବହାର କରନ୍ତି ଶିଖ ଗୁରୁମାନେ ଧର୍ମ ଗ୍ରନ୍ଥ ସକଳ ମୁସଲମାନଙ୍କଠାରୁ ଲୁଚାଇ ମୁସଲମାନଙ୍କ ଅତ୍ୟାଚାରରୁ ଏ ସବୁ ରକ୍ଷା କରିବାକୁ ଦେବନାଗର ଅକ୍ଷରକୁ ବଦଳାଇ ତାହାରି 'ଗୁରୁମୁଖୀ' ଅକ୍ଷର ତିଆରି କରିଥିଲେ]