Jump to content

ଗୁରୁଲାଘବ

ଉଇକିଅଭିଧାନ‌ରୁ

ଗୁରୁଲାଘବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁରୁ ଲଘୁ+ଅ)

[ସମ୍ପାଦନା]

ଦୁଇ ବସ୍ତୁ ମଧ୍ୟରେ ପରସ୍ପରର ଆପେକ୍ଷିକ ଗୁରୁତା ଓ ଲଘୁତା —Relative importance or value of two things.