Jump to content

ଗୁରୁ ଗୌରବ

ଉଇକିଅଭିଧାନ‌ରୁ

ଗୁରୁ ଗୌରବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ.; ଗୁରୁ+ଗୌରବ)

[ସମ୍ପାଦନା]
୧. ମାନମର୍ଯ୍ୟାଦା —୧. Honor or dignity.
୨. ଗୁରୁଜନଙ୍କ ପ୍ରତି ପ୍ରଦର୍ଶନୀୟ ମର୍ଯ୍ୟାଦା — ୨. Respect due to one's superiors

ବିନାଶ ଗୁରୁଗୌରବ ତାହାଙ୍କରି ସେହି ଭାବ ଉବିତରୁ କରି ନ ପାରିଲେ ବାରଣ ଭଞ୍ଜ. ବୈଦେହୀଶବିଳାସ