Jump to content

ଗୁରୂତ୍ତମ

ଉଇକିଅଭିଧାନ‌ରୁ

ଗୁରୂତ୍ତମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୭ମୀ ତତ୍; ଗୁରୁ+ଉତ୍ତମ)

[ସମ୍ପାଦନା]

ଗୁରୁଶ୍ରେଷ୍ଠ; ପୂଜ୍ୟତମ —Most honorable amongst the preceptors.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ପରମେଶ୍ୱର —God.