Jump to content

ଗୁରୂପଦେଶ

ଉଇକିଅଭିଧାନ‌ରୁ

ଗୁରୂପଦେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗୁରୁ+ଉପଦେଶ)

[ସମ୍ପାଦନା]

ଗୁରୁ ମୁଖରୁ ପ୍ରାପ୍ତ ଶିକ୍ଷା —Instruction received from the preceptor.