Jump to content

ଗୁର୍ଜରୀ

ଉଇକିଅଭିଧାନ‌ରୁ

ଗୁର୍ଜରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସଂସ୍କୃତ ରାଗିଣୀବିଶେଷ — ୧. A musical air.

[ଦ୍ରଷ୍ଟବ୍ୟ —ଏହା ଭୈରବ ରାଗର ସ୍ତ୍ରୀ ଓ ସଂପୂର୍ଣ୍ଣ ଜାତିର ରାଗିଣୀ; ଏଥିରେ ତୀବ୍ର, ମଧ୍ୟମ ଓ ଶେଷ ସବୁ ସ୍ୱର କୋମଳ ହୁଏ ଏହା ରାମକଳୀ ଓ ଲଳିତ ରାଗ ମିଶ୍ରଣରେ ରଚିତ ହୁଏ ଏହା ଗାଇବାର ସମୟ ଦିନ ୧ ଦଣ୍ଡଠାରୁ ୧୬: ଗଣ୍ଡ ପର୍ଯ୍ୟନ୍ତ—ହିନ୍ଦୀ - ଶବ୍ଦସାଗର]

୨. ଗୁଜରାଟଦେଶୀୟା ସ୍ତ୍ରୀ — ୨. A woman of Gujerat.