Jump to content

ଗୁର୍ବିଣୀ

ଉଇକିଅଭିଧାନ‌ରୁ

ଗୁର୍ବିଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଗୁରୁ+ଅଛି ଅର୍ଥରେ ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଗର୍ଭିଣୀ; ଗର୍ଭବତୀ; ଅନ୍ତଃସତ୍ତ୍ୱା — ୧. Pregnant; big with child; in an advanced stage of pregnancy.
୨. ଗୌରବବତୀ —୨. Respectable; adorable;.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଗର୍ଭବତୀ ସ୍ତ୍ରୀ —୧. Pregnant woman.
୨. (ଗୁରୁ+ସ୍ତ୍ରୀ. ଈ) ଗୁରୁପତ୍ନୀ —୨. Wife of one's spiritual preceptor.