ଗୁଲାଚି
ଦେଖଣା
ଗୁଲାଚି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ସିଂହଭୂମି) ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀଲୋକଙ୍କର ନକରେ ଅଳଙ୍କାର ଏକ ପ୍ରକାର ଦଣ୍ଡୀ; ବାଉଲି ଦଣ୍ଡୀ — A kind of nose-ring worn by females.
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଫରାସୀ - ଗୁଲ୍—ଏ—ଆବ୍=ଗୋଲାପ ପାଣି)— ୧ ଗୋଲାପ ପାଣି — ୧. Rose-water.
- ୨. (ଫରାସୀ - ) ୨ ଗୋଲାପ ଫୁଲ — ୨. Rose flower.