Jump to content

ଗୁଲିଆଡ଼ୁ

ଉଇକିଅଭିଧାନ‌ରୁ

ଗୁଲିଆଡ଼ୁ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞାମ) ବିଶେଷ୍ୟ -

[ସମ୍ପାଦନା]

ଶଙ୍ଖ ବାଟି ତହିଁରେ କଇଥ ଅଠ ମିଶାଇ ପ୍ରସ୍ତୁତ କରିବା ଏକପ୍ରକାର ରଙ୍ଗ (ଯାହା ଗଞ୍ଜପା ସାରରେ ବୋଳାଯାଏ) — A white paint prepared for besmearing white cards for the 'Gan̄japā' game; compounded of pounded conch-shell and wood-apple gum.