Jump to content

ଗୁଲିକା

ଉଇକିଅଭିଧାନ‌ରୁ

ଗୁଲିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗୁଡ଼ ଧାତୁ=ବେଷ୍ଟନ କରିବା+କର୍ତ୍ତୃ. ଅକ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ଗୁଟିକା —୧. Pill; globule.
୨. ପେଣ୍ଡୁ —୨. A ball.

ସେ କୁମରେ ଲୁହା ଗୁଳିକାଟିଏ ଧରି ଖେଳ ଯେ ଆରମ୍ଭଲେ କରି କୃଷ୍ଣସିଂହ. ମହାଭାରତ ଆଦି

୩. ମୁକ୍ତା —୩. Pearl.