Jump to content

ଗୁଲିସୂତା

ଉଇକିଅଭିଧାନ‌ରୁ

ଗୁଲିସୂତା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଳକ+ସୂତ୍ର)

[ସମ୍ପାଦନା]

ଗୋଟାଳି ପରି ଗୁଡ଼ିଆ ହୋଇଥିବା କଳସୂତା —A ball of machine-spun thread for sewing.