Jump to content

ଗୁଲୁବାସ

ଉଇକିଅଭିଧାନ‌ରୁ

ଗୁଲୁବାସ

ଉଚ୍ଚାରଣ

[ସମ୍ପାଦନା]

* ବଙ୍ଗାଳୀ: লটকন, ওয়াটকন

  • ତା. ଜାଫାମେରମ୍ ତେଲୁଗୁ - ଟୁପ୍ପାରଚେଟ୍ଟୁ ମ. କିସ୍ରି. କେସାରି, କେସ୍ୱରୀ ଶେଣ୍ଡ୍ରି ସାନ୍ତଳ, କୋଙ୍ଗ

=== ବୈଦେଶଜ - ବିଶେଷ୍ୟ - (ଆରବୀ - ଗୁଲୁ—ଇ—ଆବାସୀ=ଫା ଗୁଲ୍+ ଆରବୀ - ଅବ୍ୱାସ୍)

ଗୁଳ୍ମ ଓ ପୁଷ୍ପବିଶେଷ —The marvel of Peru; Mirabilis Jalapa (plant and flower).

[ଦ୍ରଷ୍ଟବ୍ୟ —ଏହା ପୂର୍ବେ ଆମେରିକାରେ ଜାତ ହୋଇଥିଲା; ବର୍ତ୍ତମାନ ସର୍ବତ୍ର ଜନ୍ମେ ଏହାର ମଞ୍ଜି ଓ ମୂଳ ଔଷଧରେ ବ୍ୟବହୃତ ହୁଏ ଏଥିରେ ବର୍ଷାଦିନେ ହଳଦିଆ ଓ ନାଲି ଭଙ୍ଗର ଫୁଲ ଧରେ]