Jump to content

ଗୁଲ୍ଗୁଲାମୁହାଁ

ଉଇକିଅଭିଧାନ‌ରୁ

ଗୁଲ୍ଗୁଲାମୁହାଁ

ଉଚ୍ଚାରଣ

[ସମ୍ପାଦନା]
(ଗୁଲ୍ଗୁଲାମୁହୀଁ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ବଡ଼ ନିରୀହ ବୋଲି ଦେଖାଯାଏ ମାତ୍ର ପ୍ରକୃତରେ ଭାରି ଦୁଷ୍ଟ —Seeming very innocent from facial appearance but really naughty.