Jump to content

ଗୁଲ୍ଜି

ଉଇକିଅଭିଧାନ‌ରୁ

ଗୁଲ୍ଜି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ସୁଆଁ ପରି ଏକପ୍ରକାର ଖାଦ୍ୟ ଶସ୍ୟ —A kind of food-grain.

ଗୁଳ୍ଜି ସୁଆଁ ପାଚିଲା, ଖାଡ଼ିଆ ବୁଡ଼ା ନାଚଲା—ଢଗ

[ଦ୍ରଷ୍ଟବ୍ୟ —ଖାଡ଼ଆ ଆଦି ଗରିବା ଜାତିର ଲୋକେ ପୁଷମାସରେ ଧାନ କିଆରିରେ ମନକୁ ଉଠିଥିବା ଗଛର ଏହି ଶସ୍ୟ ସଂଗ୍ରହ କରନ୍ତି ଏଥିରୁ ଚାଉଳ ବାହାର କରି ସେମାନେ ରାନ୍ଧି ଖାଆନ୍ତି]