Jump to content

ଗୁଲ୍ଦସ୍ତା

ଉଇକିଅଭିଧାନ‌ରୁ

ଗୁଲ୍ଦସ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ଡେମ୍ଫ ଲାଗିଥିବା ଗୁଡ଼ିଏ ଫୁଲ ଏକତ୍ର ବନ୍ଧା ହୋଇ ଧରିବାକୁ ବେଣ୍ଟ ଥିବା ପରି ହୋଇଥିବା ଫୁଲତୋଡ଼ା —୧. Nosegay.
୨. (ବଣିଆଙ୍କ ଶବ୍ଦ) ଫୁଲ୍ଦାନ୍; ଫୁଲତୋଡ଼ା ରଖାଯିବା ପାଇଁ ପ୍ରସ୍ତୁତ ଧାତୁକୁ ପାତ୍ର —୨. Flower-vase.