Jump to content

ଗୁଳା

ଉଇକିଅଭିଧାନ‌ରୁ

ଗୁଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୁଳିକା, ଗୋଳକ)

[ସମ୍ପାଦନା]
୧. ବଟିକା; ଗୁଟିକା — ୧. Pill.
୨. ଶଗଡ଼ ଚକ ଯିବାର ମାର୍ଗ — ୨. The rut or track made by cart-wheels.
୩. ବନ୍ଧୁକର ଗୁଳି ଯେତେଦୂର ଯାଏ ସେହି ପରିମାଣ ଦୂରତ୍ୱ — ୩. A distance; the range of a ball from a gun.
୪. ଗୁଳି ପଡ଼ି ଭୂମିବାଡ଼ ବଣ୍ଟାହେବା ନିରୂପଣ ପତ୍ର — ୪. The lottery-tickets for land-allotments in partition-proceedings.
୫. ନଡ଼ିଆର କତା ଛଡ଼ାଇ ଦେଲାପରେ ଯେଉଁ ଗୁଟିକା ରହିଥାଏ —୫. The ball-shaped seed which remains after the fibrous rind is taken away from the cocoanut fruit.


୬. ଆଖିର ମଞ୍ଜି —୬. Small pieces of sugarcane used as seeds in sugarcane plantations.

ଷାଠିଏ ଓଡ ତୁଳା, ତାର ଅଧ ମୂଳା, ତାର ଅଧ ଗୁଳା, ତାର ଅଧ ଧାନ ତେବେ ଚଷା ଖାଏ ବଙ୍ଗଳା ପାନ—କୃଷିବଚନ

୭. ଶଗଡ଼ର ଉଧି ପାଖରେ ବନ୍ଧା ହୋଇଥିବା ଦଣ୍ଡା — ୭. Part of the poles of a bullock cart adjoining and attached to the yoke.
୮. (ଶିଶୁରଞ୍ଜନ ବଚନ) ବାଳକ ଶିଶୁର ଲିଙ୍ଗ — ୮. Baby's penis (affectionately used in comparision with sugarcane).
୯. ବନ୍ଧୁକ ବା ତପରେ ବ୍ୟବହୃତ ଗୋଳା — ୯. Bullet, balls for a gum or cannon.