ଗୁଳୁଗୁଳି
ବାୟୁ ସଞ୍ଚାଳନର ଅଭାବ ହେତୁରୁ ଅନୁଭୁତ ଉତ୍ତାପାଧିକ୍ୟ; ପବନ ନ ଥାଇ ହେବା ଅତ୍ୟଧିକୃ ଗ୍ରୀଷ୍ମ — Sultriness.
ମହାପ୍ରଭୁ ଅଣସରକୁ ଯାଉଅଛନ୍ତି; କରି ଗୁଳୁଗୁଳି ଫକୀରମୋହନ—ଛମାଣଆଠଗୁଣ୍ଠ