Jump to content

ଗୁହଖିଆ

ଉଇକିଅଭିଧାନ‌ରୁ

ଗୁହଖିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଗୁହଖାଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ଗାଳି)

[ସମ୍ପାଦନା]
୧. ଯେ ବିଷ୍ଠା ଖାଏ — ୧. Eating ordure.
୨. ଅତ୍ୟନ୍ତ ଘୃଣ୍ୟ — ୨. Very contemptible.
୩. ଅତି ଜଘନ୍ୟ କର୍ମକାରୀ — ୩. One who commits a mean act.
୪. ଲାଞ୍ଚୁଆ; ଯେ ଲାଞ୍ଚ ଖାଏ — ୪. Taking bribes.