ଗୁହଡ଼ିମ୍ୱ
ଦେଖଣା
ଗୁହଡ଼ିମ୍ୱ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗୁହଡ଼ିମ୍ୱ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଡ଼ିମ୍ୱରୁ ବାହାରିବା ବେଳେ ପକ୍ଷିଶାବକର ତଳିପେଟରେ ଯେଉଁ ଅଣ୍ଡାକାର ମାଂସପିଣ୍ଡ ଥାଏ — ୧. Egg-like protuberance on the abdomen of a newly hatched young bird.
- ୨. ଡ଼ିମ୍ୱରୁ ବାହାରିଥିବା ନୂତନ ପକ୍ଷିଶାବକ — ୨. Newly hatched young one of a bird; unfledged bird.