Jump to content

ଗୁହଡ଼ିମ୍ୱ ଇଛାରିବା

ଉଇକିଅଭିଧାନ‌ରୁ

ଗୁହଡ଼ିମ୍ୱ ଇଛାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)

[ସମ୍ପାଦନା]

ଡ଼ିମ୍ୱ ଫୁଟିଲା ପରେ ପକ୍ଷି— ମାତା ପକ୍ଷହୀନ ଶାବକକୁ ବହୁଯତ୍ନ ପୂର୍ବକ ଆଧାର ଦେଇ ପାଳିବା ପରି ଅତି ଶିଶୁକଳାରୁ କୌଣସି ଶିଶୁକୁ ପାଳିବା — To bring up a child from its infancy.