Jump to content

ଗୁହା

ଉଇକିଅଭିଧାନ‌ରୁ

ଗୁହା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଗୁହା ଧାତୁ= ତ୍ୟାଗ କରିବା+କର୍ମ.ଅ+ସ୍ତ୍ରୀ.ଆ)

[ସମ୍ପାଦନା]
୧. ପର୍ବତାଦିର ଗହ୍ୱର — ୧. Mountain-cave.
୨. ଗାତ; ଗର୍ତ୍ତ —୨. Den; pit; hole.
୩. ଅଭ୍ୟନ୍ତର —୩. Interior.

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗବାହ୍)

[ସମ୍ପାଦନା]

ସାକ୍ଷୀ — Witness.