Jump to content

ଗୁହାଇ

ଉଇକିଅଭିଧାନ‌ରୁ

ଗୁହାଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗବାହୀ)

[ସମ୍ପାଦନା]

ସାକ୍ଷ୍ୟ; ସାକ୍ଷୀପ୍ରଦତ୍ତ ପ୍ରମାଣ — Testimony.

ମୁଁ ଗୁହାଇ ଦେବା ସକାଶେ ଆପଣା ଇଚ୍ଛାରେ ଆସିଅଛି— ଫକୀରମୋହନ. ଛମାଣଆଠଗୁଣ୍ଠ