Jump to content

ଗୁହାରି

ଉଇକିଅଭିଧାନ‌ରୁ

ଗୁହାରି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗୋଚର; ତୁଳ.ସଂସ୍କୃତ - ଗୁହେର=ରକ୍ଷାକର୍ତ୍ତା)

[ସମ୍ପାଦନା]
୧. ସାକ୍ଷାତ୍ ନିବେଦନ — ୧. Complaint made personally.
୨. କୌଣସି ବ୍ୟକ୍ତିର ବିପକ୍ଷରେ କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ; ଫେରାଦ୍ —୨. Prayer for redress; omplaint against a person.

କାହାକୁ ଯାଇ ଏହା କରିବ ଗୁହାରି କହ ଆହେ ମୋତେ ବ୍ରାହ୍ମଣ ବେଦଧାରୀ କୃଷ୍ଣସିଂହ, ମହାଭାରତ ବନ

୩. ସୁବିଚାର ପାଇଁ ପ୍ରାର୍ଥନା — ୩. Prayer for justice.

ଘେନା ହେଉ ଦିବ୍ୟ ଅବଧାନେ ଦୁଃଖି—ଜନ ଗୁହାରି ରାଧାନାଥ—ଉଷା


୪. ଅନୁଗ୍ରହ ପ୍ରାର୍ଥନା; ଦେବତାଙ୍କ ନିକଟରେ ବରପ୍ରାର୍ଥନା; ଦରଖାସ୍ତ —୪. Petition; representation; supplication for some boon to a Deity.

ଗୁହାରି ଶୁଣନ୍ତି ଯେ ଠାଏଁ ପଛ ଚରଣ ଆଗ ନୋହେ ଭୂପତି. ପ୍ରେମପଞ୍ଚାମୃତ