ଗୁହାରିଆ ପଡ଼ିବା
ମନୋବାଞ୍ଛା ସିଦ୍ଧି ନିମନ୍ତେ ଠାକୁରଙ୍କ ନିକଟରେ ଅଧ୍ୟା ପଡ଼ିବା; ଧାରଣା ଦେବା — To be a supplicant before a Deity for the grant of a boon.