ଗୁହାରି କରିବା
ଫେରାଦ୍ ହେବା; ଅଭିଯୋଗ କରିବା — To complain.
ରାଜାଙ୍କ ଛାମୁରେ ଯାଇ କଲେକ ଗୁହାରି ବିଶ୍ୱନାଥ. ବିଚିତ୍ରରାମାୟଣ