Jump to content

ଗୁହାଳପୋଛା

ଉଇକିଅଭିଧାନ‌ରୁ

ଗୁହାଳପୋଛା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଟୋକେଇରେ ଗୁହାକର ଗୋବର ଓ ଅଳିଆ ପୁରାଇ ବାହାରକୁ ନିଆଯାଏ — A basket used for carrying away the sweepings of a cowshed.

ଦେଶଜ - ବିଶେଷଣ - ପୁଂ.

[ସମ୍ପାଦନା]

ଯେ ଗୁହାଳ ପୋଛେ — One who sweeps the cowshed.

(ଗୁହାଳପୋଛୀ—ସ୍ତ୍ରୀ) 

ଖୋଇଲି ପେଇଲି ନୋହଲି ଅଛି ଅଧିକାର କଲା ଗୁହାଳପୋଛୀ—ଢଗ