Jump to content

ଗୁହାଶୟ

ଉଇକିଅଭିଧାନ‌ରୁ

ଗୁହାଶୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁହା+ଶୀ ଧାତୁ=ଶୟନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେଉଁ ପଶୁମାନେ ଗୁହାରେ ବାସ କରନ୍ତି (ଯଥା ବାଘ; ସିଂହ) —୧. Beasts living in dens or lairs.
୨. ମୂଷା —୨. Mouse.
୩. ପରମାତ୍ମା — ୩. The Supreme Soul.
୪. ଜୀବାତ୍ମା —୪. The Human Soul
୫. ଅଜ୍ଞାନ —୫. Ignorance.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଗୁହାଶାୟୀ; ଗୁହାସ୍ଥିତ — Sleeping or lying in a cave or lair.