Jump to content

ଗୁହା ପକାଇବା

ଉଇକିଅଭିଧାନ‌ରୁ

ଗୁହା ପକାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ଦଲିଲରେ କୌଣସି ବ୍ୟକ୍ତିକୁ ସାକ୍ଷୀରୂପେ ଦସ୍ତଖତ କରାଇବା — ୧. To make a person attest a deed.
୨. ନିରକ୍ଷର ସାକ୍ଷୀର ନାମ ଓ ସନ୍ତକ ଦଲିଲଲେ ଲେଖିବା — ୨. To write out the name and mark of an illiterate person as a witness to a deed.