Jump to content

ଗୁହିଆ

ଉଇକିଅଭିଧାନ‌ରୁ

ଗୁହିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଗୁହେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ବିଷ୍ଠାଲିପ୍ତ — ୧. Besmeared with ordure.
୨. ଘୃଣ୍ୟ —୨. Despicable.
୩. ମଇଳା —୩. Dirty.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଅପର୍ତ୍ତିଆଣୀ ଶିଶୁଙ୍କୁ ଦିଆଯିବା ନାମ — A name given to children whose elders have predeceased them.

ମାଆ—ବାପାଙ୍କ ଅଯୋଗ୍ୟ ପଣେ ପୁଅ ନାଁ ଗୁହିଆ—ଢଗ