ଗୁହ୍ୟକ
ଦେଖଣା
ଗୁହ୍ୟକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୁହ୍ ଧାତୁ=ରକ୍ଷାକରିବା+କ; ଯ. ଆଗମ; ଯେଉଁ ମାନେ ଧନ ରକ୍ଷା କରନ୍ତି)
[ସମ୍ପାଦନା]କୁବେରଙ୍କ ଅନୁଚର ଦେବଯୋନି ବିଶେଷ —A class of semi-divine being who are attendants of Kubera, the Hindu God of wealth.
[ଦ୍ରଷ୍ଟବ୍ୟ —ଏମାନେ ଯକ୍ଷଙ୍କ ପରି କୁବେରଙ୍କ ଧନଭଣ୍ଡାରର ଜଗୁଆଳ]