Jump to content

ଗୁହ ମାଡ଼ିବା

ଉଇକିଅଭିଧାନ‌ରୁ

ଗୁହ ମାଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଅପୃଶ୍ୟା ହେବା; ଋତୁମତୀ ହେବା — To be menstruated.

[ ଦ୍ର—ସାଧାରଣତଃ ସ୍ତ୍ରୀଲୋକମାନେ ଋତୁମତୀ ହେଲେ ଅସ୍ପୃଶ୍ୟା ହୁଅନ୍ତି ଏପରି ଅବସ୍ଥାରେ ସାଧାରଣ ପିଲିମାନେ ତାକୁ ଛୁଇଁବାକୁ ଆସିଲେ ସ୍ତ୍ରୀଲୋକେ ପିଲାଙ୍କୁ କହନ୍ତି 'ମୁଁ ଗୁହ ମାଡ଼ିଛି' ମୋତେ ଛୁଇଁ ନାଁ ]