Jump to content

ଗୂଢ଼ଚର

ଉଇକିଅଭିଧାନ‌ରୁ

ଗୂଢ଼ଚର

ଉଚ୍ଚାରଣ

[ସମ୍ପାଦନା]
(ଗୂଢ଼ଚରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୂଢ଼+ଚର୍ ଧାତୁ=ଗମନକରିବା+କର୍ତ୍ତୃ. ଅ)

[ସମ୍ପାଦନା]

ଗୋପନରେ ବିଚିରୋଣକାରୀ ବା ଗୁପ୍ତ ଅନୁସନ୍ଧାନକାରୀ —Going about disguised; spying.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଗୁପ୍ତଚର; ଗୋଇନ୍ଦା — A spy secret emissary.