Jump to content

ଗୂଢ଼ପଥ

ଉଇକିଅଭିଧାନ‌ରୁ

ଗୂଢ଼ପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୁଢ+ ପଥ)

[ସମ୍ପାଦନା]
୧. (କର୍ମଧା) ଗୁପ୍ତବାଟ — ୧. A secret way.
୨. ଭୂଇଁତଳେ ଥିବା ବାଟ — ୨. Subterraneous passage.
୩. (ବହୁବ୍ରୀହି)—ହୃଦୟ; ଅନ୍ତଃକରଣ — ୩. Heart.