Jump to content

ଗୂଢ଼ପାଦ

ଉଇକିଅଭିଧାନ‌ରୁ

ଗୂଢ଼ପାଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗୂଢ଼+ପାଦ)

[ସମ୍ପାଦନା]
୧. କଚ୍ଛପ — ୧. Tortoise.
୨. ସର୍ପ —୨. Serpent.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଯେଉଁ ଜୀବର ଗୋଡ଼ ବାହାରକୁ ଦେଖାଯାଏ ନାହିଁ — (an animal) Whose feet are not visible.