ଗୂଢ଼ୋତ୍ପନ୍ନ
ଦେଖଣା
ଗୂଢ଼ୋତ୍ପନ୍ନ
ଉଚ୍ଚାରଣ
[ସମ୍ପାଦନା](ଗୂଢ଼ତ୍ପନ୍ନ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗୂଢ଼+ଉତ୍ପନ୍ନ)
[ସମ୍ପାଦନା]- ୧. ସ୍ୱାମୀଗୃହକୁ ଆସିବା ପୂର୍ବରୁ ବିବାହିତା ସ୍ୱାମୀଙ୍କ ସହବାସ ବିନା ଗର୍ଭବତୀ ହୋଇଥିବା ସ୍ତ୍ରୀଠାରୁ ଉତ୍ପନ୍ନ ଅଜ୍ଞାତପିତୃକ (ସନ୍ତାନ) —୧. (a child) Born of a female who before coming to live with her husband had been big with a child by an unknown father.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]କୌଣସି ସ୍ୱାମୀଙ୍କ ପୁତ୍ରୋତ୍ପାଦନ ଶକ୍ତି ନ ଥିଲେ ଅପର ବ୍ୟକ୍ତିଦ୍ୱାରା ସାଧାରଣଙ୍କ ଅଜ୍ଞାତରେ ସ୍ତ୍ରୀର ଗର୍ଭରେ ଯେଉଁ ପୁତ୍ର ଉତ୍ପାଦନ କରାଯାଏ (ପ୍ରକୃତିବାଦ) — A son born of the wife of an impotent person who permits her to be cohabited by another person secretly.
[ଦ୍ରଷ୍ଟବ୍ୟ —ହିନ୍ଦୁଶାସ୍ତ୍ର ଅନୁସାରେ ଦ୍ୱାଦଶବିଧ ପୁତ୍ର ମଧ୍ୟରୁ ଏହା ଏକତମ]